ତୃପ୍ତି ରଞ୍ଜନ ଦାସTrupti Ranjan Das

Novel

ଶୂନ୍ୟତାର ସ୍କ୍ରିନସଟ୍

Shunyatara Screenshot

Cover of ଶୂନ୍ୟତାର ସ୍କ୍ରିନସଟ୍ (Shunyatara Screenshot) by Dr. Trupti Ranjan Das

Novel · 2022

By Dr. Trupti Ranjan Das

ମହାକାଶରେ ଏତେ ଗ୍ରହ ନକ୍ଷତ୍ର ଥାଇବି କାହିଁକି ତାହାକୁ ଶୂନ୍ୟ କୁହାଯାଏ? କୌଣସି ବସ୍ତୁର ଅନୁପସ୍ଥିତି ଶୂନ୍ୟତା ତୋଳେ ନା କୋଳାହଳର ଅନୁପସ୍ଥିତି ଆଙ୍କି ବସେ ଶୂନ୍ୟତାର ରେଖାଚିତ୍ର! ମନୁଷ୍ୟ ଜୀବନରେ ସମ୍ପର୍କମାନେ ହିଁ ଜନ୍ମ ଦିଅନ୍ତି ଅନେକ କୋଳାହଳକୁ ଆଉ ସେଇଠୁହିଁ ସମୟର ଚାରିଛକରେ ଛିଡ଼ା ହୋଇଥାଆନ୍ତି ଛାଇ ପରି ଲମ୍ବା କିଛି ଶୂନ୍ୟତା । ବେଳେ ବେଳେ ଅନେକ କିଛି କହି ହୁଏ ନାହିଁ କାହାକୁ । କିଏ ବା ଶୁଣିବ ? କିଏ ବୁଝିବାକୁ ଚେଷ୍ଟା କରିବ ଅଧାଗଢ଼ା ବାକ୍ୟ ମାନଙ୍କୁ, ଯାହା ସମ୍ପୂର୍ଣ୍ଣ ହୋଇ ପାରନ୍ତି ନାହିଁ ଓଠରୁ ବାହାରିଯିବା ପରେ । ମୁଁ ଯେଉଁ ଶବ୍ଦ ଓ ବାକ୍ୟ ମାନଙ୍କୁ ସଜାଡ଼ି ପାରି ନାହିଁ ଧ୍ଵନିରେ, ସେମାନଙ୍କୁ ନ୍ୟାୟ ଦେବା ପାଇଁ ଏ ଉପନ୍ୟାସ ।ମୋ ପରିଚୟ କହିଲେ ପଦାର୍ଥ ବିଜ୍ଞାନ ପଢାଏ, ଗବେଷଣା କରେ ଆଉ ବହି ଲେଖେ ।
ତୃପ୍ତି ରଞ୍ଜନ ଦାସ

Buy now

More books by Dr. Trupti Ranjan Das